ଯୁବ ଲେଖକ ସମ୍ମିଳନୀ ସଂପର୍କରେ

ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାର ଗୁରୁ ଦାୟିତ୍ବ ରହିଛି । ସେମାନଙ୍କ ଲେଖନୀ ମୁନରେ ଏ ସ୍ବପ୍ନ ସାକାର ହୋଇପାରିବ ।

କିପରି ପାଳନ କରିବା

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ । ଭଲ କାହାଣୀ, ଭଲ ନାଟକ ଓ ଭଲ କବିତା ଦ୍ବାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଏଣୁ ସେମାନଙ୍କୁ ସମ୍ମାନିତ କରିବା,ସେମାନଙ୍କ କାର୍ଯ୍ୟ ଓ ଦକ୍ଷତାକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟ ନେଇ ଏହି ସମ୍ମିଳନ କରାଯିବ ।